ନବୀନ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ: ମୋଦୀଙ୍କୁ ନେଇ ୬୫ ପ୍ରତିଶତ ଲୋକ ସନ୍ତୁଷ୍ଟ

ନୂଆଦିଲ୍ଲୀ: ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ସେହିପରି ମୋଦୀଙ୍କ କାମ ପାଇଁ ୯୫ ପଏଣ୍ଟ ଦେଇଛି ଓଡିଶା। ଏଭଳି କିଛି ତଥ୍ୟ ପ୍ରକାଶ କରିଛି ସି ଭୋଟର। ବର୍ତ୍ତମାନ ଦେଶ କରୋନା ଭୂତାଣୁ ସହ ଲଢେଇ କରୁଥିବାବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ସମୟରେ, ସରକାରଙ୍କ କାର୍ଯ୍ୟରେ ଲୋକମାନେ ଖୁସି ଅଛନ୍ତି କି ନାହିଁ ତାହା ଜାଣିବା … Continue reading ନବୀନ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ: ମୋଦୀଙ୍କୁ ନେଇ ୬୫ ପ୍ରତିଶତ ଲୋକ ସନ୍ତୁଷ୍ଟ